Sports: ପୁଣି ଗାବାରେ ତ୍ରିରଙ୍ଗା ଉଡ଼ାଇବ କି ଟିମ୍ ଇଣ୍ଡିଆ ?

ପର୍ଥ ବିଜୟ ପରେ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଡବ୍ଲ୍ୟୁଟିସି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଗାବା ମ୍ୟାଚ୍‌ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ?

Sports: ପୁଣି ଗାବାରେ ତ୍ରିରଙ୍ଗା ଉଡ଼ାଇବ କି ଟିମ୍ ଇଣ୍ଡିଆ ?
Array