Sports: ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ର ପୁନରୁତ୍ଥାନ ସମ୍ଭବ କି ?
ରଣଜୀ, ଦଲୀପ ଟ୍ରଫି ଓ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ ଆଜି ପ୍ରଶ୍ନଘେରରେ । ଘରୋଇ କ୍ରିକେଟ୍ରେ ବିଫଳ ହେଉଛନ୍ତି ଏହି ପ୍ରତିଭାଶାଳୀ ଯୁବ ଓପନର୍ । ତାଙ୍କ ପାଇଁ ଫିଟ୍ନେସ୍ ବଜାୟ ରଖିବା ବି ହୋଇଛି ଚାଲେଞ୍ଜ୍ ।