Sri Chaitanya Mahaprabhu: ୫ ଶହ ବର୍ଷ ହେଲା ଏଇଠି ପୂଜା ପାଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର

ପୁରୀରୁ ବୃନ୍ଦାବନକୁ ଯିବା ବାଟରେ ଶ୍ରୀଚୈତନ୍ୟ ପ୍ରଭୁ ପାଞ୍ଚ ଦିନ ରହିଥିଲେ ଏହି ମନ୍ଦିରରେ । ମନ୍ଦିର ପାଖରେ ଥିବା ସାଳନ୍ଦୀ ନଦୀରେ ଶ୍ରୀ ଚୈତନ୍ୟ ପ୍ରଭୁ ପ୍ରତିଦିନ ସ୍ନାନ କରୁଥିଲେ । ଶେଷରେ ଶ୍ରୀ ଚୈତନ୍ୟ ଏହି ସ୍ଥାନ ଛାଡି ଯିବା ବେଳେ ତାଙ୍କ ନିତ୍ୟ ବ୍ୟବହୃତ କନ୍ଥାଟିଏ ମନ୍ଦିରର ମହନ୍ତଙ୍କୁ ସ୍ମୃତି ରୂପେ ଦେଇଯାଇଥିଲେ । ଆଉ ସେହି କନ୍ଥା ଏବେ ବି ରହିଛି ମନ୍ଦିରରେ ।

Sri Chaitanya Mahaprabhu: ୫ ଶହ ବର୍ଷ ହେଲା ଏଇଠି ପୂଜା ପାଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର
Array