Srikanth Jena may join Samajwadi Party: ସମାଜବାଦୀ ପାର୍ଟିରେ ଯୋଗ ଦେବେ ଶ୍ରୀକାନ୍ତ ! ଅଖିଳେଶଙ୍କୁ ଭେଟିବା ପରେ ବଢିଲା ସମ୍ଭାବନା
ସମାଜବାଦୀ ପାର୍ଟିରେ ସାମିଲ ହେବେ କି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଭୁବନେଶ୍ବରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରେସମିଟ ପରେ ବଢ଼ିଲା ଚର୍ଚ୍ଚା। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୁବନେଶ୍ବର ଆସି ଶ୍ରୀକାନ୍ତ ଜେନାଙ୍କ ସହ ମିଶି ପ୍ରେସମିଟ୍ କରିଛନ୍ତି।