Srimandir Security Measures: ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌

ଶ୍ରୀମନ୍ଦିର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି ୱାଇବି ଖୁରାନିଆ। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ ଡିଜିପି ୱାଇବି ଖୁରାନିଆ। ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ବୈଠକ ଅନୁଷ୍ଠିତ ହୋଇଛି।

Srimandir Security Measures: ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌
Array