STF Seizes Elephant Tusks Worth ₹50 Lakh in Boudh, Odisha; One Arrested

#କେଉଁଠୁ_ଆଣିଲେ_ହାତୀ_ଦାନ୍ତ? ୨ଟି ହାତୀ ଦାନ୍ତ ଜବତ କଲା ଏସଟିଏଫ୍। ବୌଦ୍ଧ ଜିଲ୍ଲା ଚରଡ଼ା ଥାନା ତେଲିବନ୍ଧ ଛକ ନିକଟରେ ଚଢଉ। ଘଟଣାରେ ଜଣେ ବେପାରୀ ଗିରଫ। ଗିରଫ ଅଭିଯୁକ୍ତ ଚରଡ଼ା ଗାଁର ପ୍ରମୋଦ ପରିଡା। ଜବତ ୨ଟି ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ