STF ପଞ୍ଝାରେ ବାଘ ଛାଲ ବେପାରୀ, ଡିଲ୍ ବେଳେ ଦୁଇ ଗିରଫ

ଭୁବନେଶ୍ବର ୫।୪: STF ପଞ୍ଝାରେ ବାଘ ଛାଲ ବେପାରୀ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଗିରଫ ୨ ଜଣ ହେଲେ ଚକରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ । ଉଭୟଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।କଳାହାଣ୍ଡି ଜିଲ୍ଲା ନର୍ଲା ଷ୍ଟେସନ ନିକଟରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଉଭୟଙ୍କୁ କାବୁ କରିଛି । କଳାହାଣ୍ଡି ପୋଲିସ ସହାୟତାରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍ । ଏହି ଡିଲ୍‌ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ଖୋଳତାଡ ଜାରି ରହିଛି ।You Can Read :ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ

STF ପଞ୍ଝାରେ ବାଘ ଛାଲ ବେପାରୀ, ଡିଲ୍ ବେଳେ ଦୁଇ ଗିରଫ

ଭୁବନେଶ୍ବର ୫।୪: STF ପଞ୍ଝାରେ ବାଘ ଛାଲ ବେପାରୀ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଗିରଫ ୨ ଜଣ ହେଲେ ଚକରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ । ଉଭୟଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ନର୍ଲା ଷ୍ଟେସନ ନିକଟରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଉଭୟଙ୍କୁ କାବୁ କରିଛି । କଳାହାଣ୍ଡି ପୋଲିସ ସହାୟତାରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍ । ଏହି ଡିଲ୍‌ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ଖୋଳତାଡ ଜାରି ରହିଛି ।

You Can Read :

ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ