Subhadra Yojana: ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା

'ସୁଭଦ୍ରା'ରେ ଯୋଡ଼ି ହେଲେ ଆଉ ୨ ଲକ୍ଷ ୩୪ ହଜାର ହିତାଧିକାରୀ । ପାଞ୍ଚଟି ପର୍ଯ୍ୟାୟରେ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି । ବାକି ରାକ୍ଷୀ ପୂର୍ଣ୍ଣିମାରେ ଏକା ସାଥେ ପାଇବେ ୩ଟି କିସ୍ତିର ୧୫ ହଜାର ଟଙ୍କା ।

Subhadra Yojana: ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା
Array