Sudden Water Surge at Bihar Waterfall Sweeps Away 6 Women, Video Goes Viral
#ଭାଗ୍ୟ_ଟାଣ_ ବର୍ତ୍ତିଗଲା _ଜୀବନ ଜଳପ୍ରପାତରେ ଯମ ଭଳି ଅଚାନକ ମାଡ଼ି ଆସିଲା ପାଣି। ଆଖି ପିଛୁଳାକେ ଭାସିଗଲେ ୬ ଯୁବତୀ ଓ ମହିଳା। କେହି କିଛି ବୁଝିବା ଆଗରୁ ଭସାଇ ନେଲା ପ୍ରଖର ସୁଅ। ପ୍ରାୟ ୨ ମିନିଟ୍ ଅବଧିର ଭିଡିଓରେ କଏଦ ହୋଇଛି ଛାତିଥରା
#ଭାଗ୍ୟ_ଟାଣ_ ବର୍ତ୍ତିଗଲା _ଜୀବନ
ଜଳପ୍ରପାତରେ ଯମ ଭଳି ଅଚାନକ ମାଡ଼ି ଆସିଲା ପାଣି। ଆଖି ପିଛୁଳାକେ ଭାସିଗଲେ ୬ ଯୁବତୀ ଓ ମହିଳା। କେହି କିଛି ବୁଝିବା ଆଗରୁ ଭସାଇ ନେଲା ପ୍ରଖର ସୁଅ। ପ୍ରାୟ ୨ ମିନିଟ୍ ଅବଧିର ଭିଡିଓରେ କଏଦ ହୋଇଛି ଛାତିଥରା