Sunita Williams Safely Returns to Earth After 286 Days in Space
ସବୁ ପ୍ରତୀକ୍ଷାର ଅବସାନ । ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ୮ ଦିନ ପାଇଁ ମହାକାଶକୁ ଯାଇଥିବା ସୁନୀତା ସେଠାରେ ୨୮୬ ଦିନ ରହିଗଲେ। ମାତ୍ର ଶେଷରେ ସୁରକ୍ଷିତ ଭାବେ ସୁନୀତାଙ୍କ ଘରବାହୁଡ଼ା ହୋଇଛି। #SunitaWilliams #