Sunrisers Hyderabad vs Punjab Kings 2025: ବିଜୟ ଧାରାକୁ ଫେରିବ କି SRH ? କେମିତି ରହିବ ପାଗ ? ଜାଣନ୍ତୁ...

ଆଜି ରାତ୍ରି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ୪ଟି ମ୍ୟାଚ ହାରି ସାରିଥିବା ଘରୋଇ ସନରାଇଜର୍ସ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ମାତ୍ର ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖିବାକୁ ପ୍ରସ୍ତୁତ । 

Sunrisers Hyderabad vs Punjab Kings 2025: ବିଜୟ ଧାରାକୁ ଫେରିବ କି SRH ? କେମିତି ରହିବ ପାଗ ? ଜାଣନ୍ତୁ...
Array