Supreme Court Ruling on Judicial Service: ନ୍ୟାୟିକ ପରୀକ୍ଷା ଦେଇପାରିବେନି ସଦ୍ୟ ଉତ୍ତୀର୍ଣ୍ଣ ଆଇନ ସ୍ନାତକ: ସୁପ୍ରିମକୋର୍ଟ
ନ୍ୟାୟିକ ସେବାରେ ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।