Suresh Pujari Slams Mamata: 'ମମତା ଜଣେ ଜଗନ୍ନାଥ ବିରୋଧୀ, ଖାଲି ଭୋଟ୍ ପାଇଁ ମନ୍ଦିର କରିଛନ୍ତି'
ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମମତା ବାନାର୍ଜୀ ହେଉଛନ୍ତି ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ । କେବଳ ଭୋଟ ପାଇଁ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଲେ ।