Suryakumar Yadav: ପଞ୍ଚମ ଭାରତୀୟ ଭାବେ ଏଲିଟ କ୍ଲବରେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋମବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିବା ମ୍ୟାଚ୍ ସମୟରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ। ଏଥିରେ ସୂର୍ଯ୍ୟକୁମାର ୯ଟି ବଲରୁ ବିସ୍ଫୋରକ୨୭ ରନ୍ ସ୍କୋର କରି ଅପରାଜିତ ରହିଥିଲେ। ଦଳକୁ ଫିନିଶ ଲାଇନ ପାର କରିଥିବା ସୂର୍ଯ୍ୟକୁମାରଙ୍କ ଇନିଂସରେ ସାମିଲ ଥିଲା ୩ଟି ଚୌକା ଏବଂ ୨ଟି ଛକା। ଏହି ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା

Suryakumar Yadav: ପଞ୍ଚମ ଭାରତୀୟ ଭାବେ ଏଲିଟ କ୍ଲବରେ ସୂର୍ଯ୍ୟକୁମାର ଯାଦବ
Array