Suryavanshi Suraj Targets VK Pandian: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’
ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା ! ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା। ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।