Suspicious Death: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Suspicious Death: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
Array