Swara Bhaskar: ବିଜେପି ସାଂସଦ କହିଲେ “ମୁଁ କଲ୍ମା ଶିଖୁଛି”; ସ୍ୱରା ଭାସ୍କର କଲେ ଏମିତି କଟାକ୍ଷ
ସ୍ୱରା ଭାସ୍କର ତାଙ୍କର ଏକ ନୂଆ ଟ୍ୱିଟ୍ରେ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଯାହା ପରେ ସେ ଟ୍ରୋଲରଙ୍କ ଟାର୍ଗେଟ୍କୁ ଆସିଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ପ୍ରବଳ ଟ୍ରୋଲ୍ କରୁଛନ୍ତି