Swift Fire Response: SBI Branch in Rourkela’s Fertiliser Township Smoke & Flame Contained
ବ୍ୟାଙ୍କରେ ନିଆଁ। ରାଉରକେଲା ସହର ଫର୍ଟିଲାଇଜର ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଅଗ୍ନିକାଣ୍ଡ। ପ୍ରବଳ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ଲିଭାଇଥିଲେ