sygerian delivery: ରାଜ୍ୟରେ ବୃଦ୍ଧି ପାଉଛି ସିଜରିଆନ ପ୍ରସବ

ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍। ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି। ରାଜ୍ୟରେ ସରକାରୀ ହସପିଟାଲ୍ ତୁଳନାରେ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଘରୋଇ ହସପିଟାଲରେ ୮୧ ପ୍ରତିଶତରୁ ଅଧିକ ଡେଲିଭରି ଅସ୍ତ୍ରୋପଚାରଜନିତ।

sygerian delivery: ରାଜ୍ୟରେ ବୃଦ୍ଧି ପାଉଛି ସିଜରିଆନ ପ୍ରସବ
Array