Tara Prasad Bahinipati: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍ ?
ପ୍ରତିବାଦ ଭିତରେ ହଜିଗଲା ତାରାଙ୍କ ସୁନା ଚେନ୍ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍ ହଜଚିବାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମାଦେଇ ସୁନା ଚେନ୍ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି ।