Tarang Plus New Webseries: ‘ତରଙ୍ଗ ପ୍ଲସ୍’ରେ ଝିଅମାନଙ୍କ ସଂଘର୍ଷର କାହାଣୀ; ଦେଖନ୍ତୁ ମାଗଣା
‘ତରଙ୍ଗ ପ୍ଲସ୍’ରେ ‘ଗର୍ଲସ ପ୍ରୋବ୍ଲେମ୍’। ଦର୍ଶକମାନେ ସମାଜରେ ଝିଅମାନଙ୍କ ସଂଘର୍ଷର କାହାଣୀକୁ ଦେଖିବାର ସୁଯୋଗ ପାଇବେ। ଏହା ୧୦ଟି ଏପିସୋଡ୍ରେ ପ୍ରସାରଣ ହେବ ବୋଲି ପ୍ରଡକ୍ସନ୍ ହାଉସ୍ ତରଫରୁ କୁହାଯାଇଛି।