Teacher Protest in Odisha: ହକ୍‌ ପାଇଁ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ, ଦାବି ଶୁଣିବେ କି ସରକାର ?

ଅବହେଳିତ ପ୍ରାଥମିକ ଶିକ୍ଷକ ! ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Teacher Protest in Odisha: ହକ୍‌ ପାଇଁ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ, ଦାବି ଶୁଣିବେ କି ସରକାର ?
Array