Technology: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

ଆସନ୍ତା ବର୍ଷ ଠାରୁ କେତେକ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ। ମେଟା-ମାଲିକାନା ମେସେଜିଂ ଆପ୍ ହ୍ୱାଟ୍ସଆପ୍ iOS 15.1 ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି

Technology: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା
Array