Tej Pratap Expelled: ବଡ଼ ପୁଅ ଉପରେ ଲାଲୁଙ୍କ ବଡ଼ ଆକ୍ସନ, RJD ସହ ପରିବାରରୁ ବିଦା ହେଲେ ତେଜପ୍ରତାପ

ବଡ଼ ପୁଅ ଉପରେ ବଡ଼ ଆକ୍ସନ ନେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ୬ ବର୍ଷ ପାଇଁ ଦଳରୁ କଲେ ବହିଷ୍କୃତ । ପରିବାର ସହ ମଧ୍ୟ ରହିବ ନାହିଁ ତେଜପ୍ରତାପଙ୍କ ସଂପର୍କ । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ପୁଅର ଦାୟିତ୍ୱହୀନତା କଥା ଦର୍ଶାଇଲେ ।

Tej Pratap Expelled: ବଡ଼ ପୁଅ ଉପରେ ଲାଲୁଙ୍କ ବଡ଼ ଆକ୍ସନ, RJD ସହ ପରିବାରରୁ ବିଦା ହେଲେ ତେଜପ୍ରତାପ
Array