Telia Borei Fish Price: ଗୋଟିଏ ମାଛ ବିକି ୫୦ ହଜାର ପାଇଲେ ମତ୍ସ୍ୟଜୀବୀ

୫ କିଲୋଗ୍ରାମରୁ ଅଧିକ ଓଜନର ତେଲିଆ ବୋରେଇ ମାଛ କିଲୋ ପ୍ରତି ୫୦ ହଜାର ଟଙ୍କା । ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଭେକ୍ଟି, ସାପମାଛ ପୁଟି ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।

Telia Borei Fish Price: ଗୋଟିଏ ମାଛ ବିକି ୫୦ ହଜାର  ପାଇଲେ ମତ୍ସ୍ୟଜୀବୀ
Array