Terrorist Attack in Pahalgam: କାହିଁକି ପହଲଗାମରେ ଆତଙ୍କୀ କଲେ ହମଲା; ସାମ୍ନାକୁ ଆସିଲା ଏହି ସମ୍ଭାବ୍ୟ କାରଣ
ଜମ୍ମୁ-କାଶ୍ମୀରର ପହଲଗାମରେ ଶୁଭୁଛି ଆର୍ତ୍ତ ଚିତ୍କାର। ଲୁହରେ ଭିଜୁଛି ପହଲଗାମ। ନିଜ ସିନ୍ଦୁରକୁ ହରାଇ ଛାତିଫଟାଇ କାନ୍ଦୁଛି ସ୍ତ୍ରୀ। ବାପାକୁ ହରାଇ ଅନାଥ ହୋଇଯାଇଛି ପୁଅ। ସେହିପରି ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ମା’। ଭାଇର ରାକ୍ଷୀକୁ ମନେ ପକାଇ କାନ୍ଦିକାନ୍ଦି ଲୋଟିଯାଉଛି ଭଉଣୀ।