Terrorist Attack on Tourists: ଘେରାବନ୍ଦୀ କରି ମାରିଥିଲେ ପର୍ଯ୍ୟଟକଙ୍କୁ, ପ୍ରଥମେ ଟଳିଥିଲେ ନୌସେନା ଅଧିକାରୀ

ଦୁଇ ଜଣ ଆତଙ୍କବାଦୀ ସେନାବାହିନୀର ପୋଷାକ ଭଳି ପୋଷାକ ପିନ୍ଧିଥିଲେ । ଜଣେ ଆତଙ୍କବାଦୀ କାଶ୍ମୀରର ପାରମ୍ପରିକ ପୋଷାକ ପିନ୍ଧିଥିଲା । ପ୍ରଥମେ ପ୍ରସ୍ଥାନ ଗେଟ୍ ନିକଟରେ ଫୁଟିଥିଲା ଗୁଳି । ଲୋକମାନେ ଭୟରେ ପ୍ରବେଶ ଗେଟ୍ ଆଡକୁ ଦୌଡିଥିଲେ । ପ୍ରବେଶ ଗେଟ୍ ନିକଟରେ ଛକି ରହିଥିଲେ ଦୁଇ ଜଣ ଆତଙ୍କବାଦୀ । ଦୌଡୁଥିବା ଲୋକଙ୍କୁ ସେଠାରେ ଏକାଠି କରିଥିଲେ । ମହିଳାମାନଙ୍କୁ ଅଲଗା ହୋଇଯିବା ପାଇଁ କହିଥିଲେ ।

Terrorist Attack on Tourists: ଘେରାବନ୍ଦୀ କରି ମାରିଥିଲେ ପର୍ଯ୍ୟଟକଙ୍କୁ, ପ୍ରଥମେ ଟଳିଥିଲେ ନୌସେନା ଅଧିକାରୀ
Array