Tigress Zeenat: ଦିନକୁ ଦିନ ଦୁର୍ବଳ ହେଉଛି ଜିନତ୍, ୪ ଦିନ ହେଲା କିଛି ଖାଉନାହିଁ

ଟ୍ରାଙ୍କୁଲାଇଜ କରି ଜିନତ୍‌କୁ ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରା ଯାଉଥିଲେ ମଧ୍ୟ ଏହା ଏବେ ସହଜ ନୁହେଁ । କାରଣ ଗତ ୪ ଦିନ ଧରି ଜିନତ୍ କିଛି ଖାଉନାହିଁ । ସେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି ।

Tigress Zeenat: ଦିନକୁ ଦିନ ଦୁର୍ବଳ ହେଉଛି  ଜିନତ୍, ୪ ଦିନ ହେଲା କିଛି ଖାଉନାହିଁ
Array