Tips and Tricks: ଟଏଲେଟ୍ କମୋଡ୍ ବି ହେଉଛି ବିସ୍ଫୋରଣ; ଜାଣନ୍ତୁ କିପରି ରକ୍ଷା ପାଇବେ

ଆପଣ କ’ଣ ଜାଣନ୍ତି ବାଥ୍‌ରୁମ୍‌ରେ ବ୍ୟବହୃତ କମୋଡ୍ ମଧ୍ୟ ଅନେକ ସମୟରେ ବିସ୍ଫୋରଣ ଘଟାଇପାରେ? ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଶୌଚାଳୟରେ ବସିଥିବା ବ୍ୟକ୍ତି ହଠାତ୍ ବିସ୍ଫୋରଣ ଯୋଗୁଁ ଆହତ ହୋଇଛନ୍ତି।

Tips and Tricks: ଟଏଲେଟ୍ କମୋଡ୍ ବି ହେଉଛି ବିସ୍ଫୋରଣ; ଜାଣନ୍ତୁ କିପରି ରକ୍ଷା ପାଇବେ
Array