Today Panchang 28th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୧୨.୦୧ ଗତେ କନ୍ୟା । ତିଥି- ୪ର୍ଥୀ ରାତ୍ରି ୧୧.୨୪ ଗତେ ୫ମୀ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର , ରାତ୍ରି ୧୨.୦୧ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Today Panchang 28th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
Array