Today Panchang 29th June 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୨୯ ତାରିଖ ରବିବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୬.୩୪ ଗତେ ସିଂହ । ତିଥି - ୪ର୍ଥୀ ଦିବା ୦୯.୧୪ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।