Tourist in North Korea: ଅନୁମତି ଦେଲେ କିମ୍ ଜଙ୍ଗ, ହେଲେ ଉତ୍ତରକୋରିଆ ଯିବାକୁ କାହିଁକି ଡରୁଛନ୍ତି ପର୍ଯ୍ୟଟକ ?
ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ଼ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ ଆସିଥିବା ଦେଶ ସହ ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟଙ୍କର ହୋଇପାରେ ।