Trade War: ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍

ଟ୍ରମ୍ପଙ୍କ ଟାରିଫ ଝଟକାରେ ଗତକାଲି ଧରାଶାୟୀ ଭାରତୀୟ ସେୟାର ମାର୍କେଟରେ ଫେରିଲା ଉତ୍ସାହ । କାଲି ଥିଲା କଳା ସୋମବାର, ହେଲେ ଆଜି ସୁସ୍ଥ ମଙ୍ଗଳବାର । ସୁଧୁରିଲା ସେନସେକ୍ସ, ବଢିଲା ନିଫ୍ଟି । ଆଜି ସେନସେକ୍ସ ୧୦୮୫ ପଏଣ୍ଟ ଏବଂ ନିଫ୍ଟି ୩୫୩ ପଏଣ୍ଟ ସହ ଖୋଲିଥିଲା ମାର୍କେଟ୍ ।

Trade War: ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍
Array