Tragedy Off Mumbai Coast: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ

ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ ।

Tragedy Off Mumbai Coast: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ
Array