Tragic Accident in Nahar Village Delhi: ନିର୍ଦ୍ଦୟ ଦଇବ; ସୁନାର ସଂସାରକୁ କରିଦେଲା ଚୁନା

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି। ଏଥିସହ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Tragic Accident in Nahar Village Delhi: ନିର୍ଦ୍ଦୟ ଦଇବ; ସୁନାର ସଂସାରକୁ କରିଦେଲା ଚୁନା
Array