Tragic Auto Accident Claims Lives: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା, ଓଲଟିଲା ଡାଲା ଅଟୋ; ୨ ମୃତ...

ମୃତକ ଦୁଇ ଜଣ ଭେଟନଈ ଗ୍ରାମର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଏକ ଡାଲା ଅଟୋରେ ଯାଇଥିଲେ।

Tragic Auto Accident Claims Lives: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା, ଓଲଟିଲା ଡାଲା ଅଟୋ; ୨ ମୃତ...
Array