Tragic Incident : ଖାଇବା ବିନା ମରିଗଲା ମା’, ଫୋନ ଉଠାଇଲାନି ପୁଅ

ଏ ଘଟଣା ସଂପର୍କରେ ଶୁଣିବା ପରେ ଆମେ ଏହାକୁ ଅତି ରଞ୍ଜିତ କରି ଖବର ପରିବେଷଣ କରିବା କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ କାହାର ସମ୍ମାନହାନୀ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସାହିଭାଇଙ୍କ ସମେତ ସାହିପଡ଼ିଶା, ସମସ୍ତେ ଯାହା କହୁଛନ୍ତି, ଶୁଣିଲେ ଆପଣ ବି ତାଜୁବ ହେବେ। ଜଣେ ମାଆର ମୃତଦେହ ପଡ଼ିଛି ଅଥଚ ପୁଅକୁ ଫୋନ କଲେ, ସେ ରିସିଭ କରୁନି। ଶେଷରେ ଗାଁ ଲୋକଙ୍କ କାନ୍ଧରେ ମଶାଶୀ ଗଲା ବୁଢ଼ୀ ମାଆ ।