Train derails: ରେଳ ଟ୍ରାକରେ ବିସ୍ଫୋରଣ; ଜାଫର ଏକ୍ସପ୍ରେସ ଲାଇନଚ୍ୟୁତ

ପାକିସ୍ତାନର ଜାକୋବାବାଦରେ ରେଳ ଟ୍ରାକରେ ଆଇଇଡି ବିସ୍ଫୋରଣ ଯୋଗୁଁ ଜାଫର ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି । ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରାଯାଇଛି ।

Train derails: ରେଳ ଟ୍ରାକରେ ବିସ୍ଫୋରଣ; ଜାଫର ଏକ୍ସପ୍ରେସ ଲାଇନଚ୍ୟୁତ
Array