Trump Hotel Rental Scam: ଟ୍ରମ୍ପଙ୍କ ନାଁ ନେଇ ଠକିଦେଲେ ୨ କୋଟି, ଖୋଜୁଛି ପୋଲିସ

ଏହି ଆପ୍ ଜରିଆରେ ଟଙ୍କା ଜମା କରିବାକୁ ଠକମାନେ କହୁଥିଲେ । ଏହି ଟଙ୍କା ଖୁବଶୀଘ୍ର ଭଲ ରିଟର୍ଣ୍ଣ ଦେବ ଓ ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । AI ରେ ପ୍ରସ୍ତୁତ ଟ୍ରମ୍ପଙ୍କ ଭାଷଣ ମଧ୍ୟ ଆପରେ ଛଡା ଯାଇଥିଲା । ଭଲ ରିଟର୍ଣ୍ଣ ମିଳିବ ବୋଲି ଟ୍ରମ୍ପ କହୁଥିବାର ଦେଖି ଲୋକମାନେ ସହଜରେ ବିଶ୍ୱାସ କରିଯାଇଥିଲେ ।

Trump Hotel Rental Scam: ଟ୍ରମ୍ପଙ୍କ ନାଁ ନେଇ ଠକିଦେଲେ ୨ କୋଟି, ଖୋଜୁଛି ପୋଲିସ
Array