UK Couple Steals Back Their Own Car: ପୋଲିସ୍ ଶୁଣିଲାନି...ଚୋରଙ୍କ ଠାରୁ ଚୋରାଇ ଆଣିଲେ କାର୍
ୟୁକେର ଏକ ଦମ୍ପତ୍ତି ଚୋରକୁ ଦେଖାଇଲେ ଚକମା । ପୋଲିସର ବିନା ସହାୟତାରେ କାରକୁ ଖୋଜିଲେ । ଘଟଣାସ୍ଥଳରେ ପହଞ୍ଚି କାରକୁ ପୁଣିଥରେ ଘରକୁ ଆଣିଲେ । କାରରେ ଘୋଷ୍ଟ ଇମ୍ମୋବିଲାଇଜର ଲାଗିଥିବା ଯୋଗୁଁ ଗାଡିକୁ ଷ୍ଟାର୍ଟ କରିପାରିନଥିଲେ ଚୋର ।