Unattended Bag Sparks Security Alert at Bhubaneswar Airport; No Threat Found

#ଭୁବନେଶ୍ୱରର_ଏୟାରପୋର୍ଟକୁ_କୁଆଡ଼ୁ_ଆସିଲା_ଏ_ବ୍ୟାଗ୍? ଭୁବନେଶ୍ବର ଏୟାରପୋର୍ଟରେ ସନ୍ଦିଗ୍ଧ ବ୍ୟାଗ । ବିମାନବନ୍ଦରେ ଏକ ବ୍ୟାଗ ଠାବ ହୋଇଛି । ବ୍ୟାଗକୁ ଯାଞ୍ଚ କରୁଛି ଡଗ୍ ଏବଂ ବମ୍ବ ସ୍କ୍ବାଡ୍ । ବ୍ୟାଗଟି କେଉଁଠୁ ଆସିଲା ତାର ତଦନ୍ତ ଜାରି ।