Under-construction Rail Tunnel Collapse: ରେଳ ଟନେଲ ଭୁଶୁଡିବା ପରେ ଚାଲିଛି ଜୋରଦାର ଅପରେସନ୍, ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଲୱେ

ନିର୍ମାଣାଧୀନ ଅବସ୍ଥାରେ ଟନେଲ ଭୁଶୁଡିବା ପରେ ଅପରେସନକୁ ଜୋରଦାର କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପୂର୍ବତଟ ରେଲୱେ ସ୍ପଷ୍ଟ କରିଛି ।

Under-construction Rail Tunnel Collapse: ରେଳ ଟନେଲ ଭୁଶୁଡିବା ପରେ ଚାଲିଛି ଜୋରଦାର ଅପରେସନ୍, ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଲୱେ
Array