Unexpected Money : ଅଳିଆ ସଫା ବେଳେ ପୁରୁଣା ପାସ୍‌ବୁକ୍‌ ପାଇଲେ; କୋଟିପତି ବନିଗଲେ

ହିନୋଜୋସାଙ୍କ ବାପା ୧୯୬୦-୭୦ ଦଶକରେ ଏକ ବ୍ୟାଙ୍କରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଜମା ରଖିଥିଲେ । ପରିବାର ସଦସ୍ୟ ଏହି ଟଙ୍କା ବିଷୟରେ ଅବଗତ ନଥିଲେ । କିଛି ବର୍ଷ ପରେ ଘରେ ଥିବା ଅଳିଆ ସଫା କରିବା ସମୟରେ ହିନୋଜୋସା ଏହି ପାସ୍‌ବୁକ୍‌ ପାଇଥିଲେ ।

Unexpected Money : ଅଳିଆ ସଫା ବେଳେ ପୁରୁଣା ପାସ୍‌ବୁକ୍‌ ପାଇଲେ; କୋଟିପତି ବନିଗଲେ
Array