Uniform Building Design: କୋଠାବାଡ଼ି ପାଇଁ ଆସୁ ସ୍ୱତନ୍ତ୍ର ନୀତି, ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ଥିବା କୋଠାବାଡ଼ିଗୁଡିକର ଉଚ୍ଚତା ଧାର୍ଯ୍ୟ ହେଉ । କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ ହେବା ନେଇ ନୀତି ପ୍ରସ୍ତୁତ ହେଉ । ଏହିଭଳି କିଛି ପ୍ରମୁଖ ପ୍ରସ୍ତାବ ନେଇ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Uniform Building Design: କୋଠାବାଡ଼ି ପାଇଁ ଆସୁ ସ୍ୱତନ୍ତ୍ର ନୀତି, ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Array