Unusual Marriage Story: ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିବା ପରେ ଯୁବତୀ କଲେ ଏମିତି କାଣ୍ଡ

ଉଭୟଙ୍କ ପ୍ରେମ କାହାଣୀ ଥିଲା ଆଶ୍ଚର୍ଯ୍ୟଜନକ। ସାତ ବର୍ଷ ତଳେ ତାପସୀ ମାହାତୋ ସ୍ଥାନୀୟ ଅଞ୍ଚଳର ଯୁବତୀ ପୁନିତାଙ୍କ ଘରକୁ ଶ୍ରମିକ ଭାବରେ କାମ କରିବାକୁ ଆସୁଥିଲେ। ଏହି ଯିବା ଆସିବା ଭିତରେ ଯୁବତୀ ଜଣକ ଏହି ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିଗଲେ। ପୁରା ସିନେମା କାହାଣୀ ଭଳି ଥିଲା ଏହି ପ୍ରେମ କାହାଣୀ।

Unusual Marriage Story: ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିବା ପରେ ଯୁବତୀ କଲେ ଏମିତି କାଣ୍ଡ
Array