UP teen wanted RS 2,600 for perfume, party, fees; killed poor granny: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

ଉତ୍ତରପ୍ରଦେଶର ମଲିହାବାଦରେ ରହୁଥିବା ଜଣେ ନାବାଳକ ତା’ର ଜେଜେମା’ଙ୍କୁ ୨୬୦୦ ଟଙ୍କା ମାଗିଥିଲା । ହେଲେ, ଜେଜେ ମା’ଙ୍କ ପାଖରେ ସେତିକି ଟଙ୍କା ନଥିବାରୁ ସେ ଦେବାକୁ ମନା କରିଥିଲେ । ଯାହା ପରେ ନାବାଳକ ଜଣଙ୍କ ରାଗରେ ତା’ ଜେଜେମା’ଙ୍କୁ ପିଟି ପିଟି ହତ୍ୟା କରିଛି ।

UP teen wanted RS 2,600 for perfume, party, fees; killed poor granny: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି
Array