Vastu Tips: ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି କି ଶନିଦେବ ? କିପରି ଜାଣିବେ
ଭଗବାନ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ, ଶନିଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ଦିଅନ୍ତି।