Vastu Tips: ଏମିତି ସ୍ଥାନରେ ଗୃହ ନିର୍ମାଣ କରୁଛନ୍ତି କି...ହୋଇଯିବେ ଦରିଦ୍ର
ବାସ୍ତୁ ଶାସ୍ତ୍ରରେ ବାସସ୍ଥାନର ଏକ ପ୍ରମୁଖ ଭୂମିକା ରହିଛି। ଯଦି ବାସସ୍ଥାନ ବାସ୍ତୁଶାସ୍ତ୍ର ମତରେ ହୋଇ ନ ଥାଏ ତେବେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ବାସ୍ତୁ ଦୋଷହେଲେ ଗୃହବାସୀମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ କଷ୍ଟ ମଧ୍ୟ ପାଇଥାନ୍ତି।