Vasuki Indicus: ସବୁଠାରୁ ବଡ଼ ସାପ କିଏ ? ଆନାକୋଣ୍ଡା, ନା ବାସୁକି ନା ଟାଇଟାନୋବୋଆ ?

ଏବେ ଅଧ୍ୟୟନରୁ ଜଣାପଡ଼ିଛି ଏହି ବାସୁକି ଇଣ୍ଡିକସ୍‌ ପ୍ରାୟ ୧୫ ମିଟର ଲମ୍ବା ଏବଂ ୧ ଟନ୍ ଓଜନ ବିଶିଷ୍ଟ ଥିଲା । ୪୭ ନିୟୁତ ବର୍ଷ ପୁରୁଣା ମଧ୍ୟଇଓସିନ୍ ଯୁଗରେ ଭାରତରେ ଏହାର ଅସ୍ତିତ୍ବ ଥିବା ବିଶ୍ବାସ କରାଯାଏ ।

Vasuki Indicus: ସବୁଠାରୁ ବଡ଼ ସାପ କିଏ ? ଆନାକୋଣ୍ଡା, ନା ବାସୁକି ନା ଟାଇଟାନୋବୋଆ ?
Array