Video: ଭୋକିଲା ବୁଲୁଛି ବାଘୁଣୀ ଜିନତ୍

ଭୋକିଲା ପେଟରେ ବୁଲୁଛି ବାଘୁଣୀ ଜିନତ୍ । ୪ ଦିନ ହେଲା କିଛି ଖାଇନି । ଚାଲିବାକୁ ବି ଜୁ’ ପାଉନି । ଏଭଳି ସ୍ଥିତିରେ ଝାଡ଼ଖଣ୍ଡରୁ କିଭଳି ଓଡ଼ିଶା ଫେରିବ ଜିନତ୍, ଚିନ୍ତାରେ ବନ ବିଭାଗ ।

Video: ଭୋକିଲା ବୁଲୁଛି ବାଘୁଣୀ ଜିନତ୍
Array